ହକି ମ୍ୟାଚରେ ସମ୍ବଲପୁରୀ ବାଜା, ବିଶ୍ବ ଦେଖିଲା ଓଡିଶାର କଳା ସଂସ୍କୃତି

ଭୁବନେଶ୍ବର(କେନ୍ୟୁଜ୍):  ଏଫଆଇଏଚ୍ ହକି କ୍ବାଲିଫାୟାର୍ସ ମ୍ୟାଚରେ ଦେଖିବାକୁ ମଳିଲା ମନ ପ୍ରଫୁଲ୍ଲିତ କଲାଭଳି ଦୃଶ୍ୟ।  ପଡିଆ ଭିତରୁ  ଶୁଭିଲା ଓଡିଶାର କଳା ସଂସ୍କୃତିର ଧୂନ୍। କଳିଙ୍ଗ ଷ୍ଟାଡିୟମରୁ ଅଗଣିତ ବିଦେଶୀ ହକି ପ୍ରେମୀ ଦେଖିଲେ ଓଡିଶାର ଲୋକକଳା। ଖେଳ ଆରମ୍ଭ ହେବା ପୂର୍ବରୁ  ଢୋଲ ,ନିଶାନ ଧରି ସମ୍ବଲପରୀ କଳାକାରମାନେ ପରିବେଷଣ କରିଥିଲେ ପାରମ୍ପାରିକ ସମ୍ବଲପୁରୀ ବାଦ୍ୟ।  ଯାହାକୁ ଅନେକ ଦର୍ଶକ ଉପଭୋଗ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.