ନୂଆଦିଲ୍ଲୀ : ଓ୍ଵିମ୍ବଲଡନ୍ ଓପନରେ ମହିଳା ସିଙ୍ଗଲ ଟାଇଟଲ୍ ଜିତିଛନ୍ତି ଆଞ୍ଜେଲିକ୍ କେରବର । ଗତକାଲି ଫାଇନାଲ୍ରେ ପୂର୍ବ ଚାମ୍ପିଅନ୍ ସେରେନା ଓ୍ଵିଲିୟମସକୁ ସିଧାସଳଖ ସେଟ୍ରେ ପରାସ୍ତ କରି କେରବର ପ୍ରଥମଥର ଚାମ୍ପିଅନ୍ ହୋଇଛନ୍ତି । କେରବର ୬-୩, ୬-୩ ସେଟ୍ରେ ବିଜୟୀ ହୋଇଛନ୍ତି । ଆଜି ପୁରୁଷ ସିଙ୍ଗଲ ଫାଇନାଲ୍ ଜୋକୋଭିକ୍ ଓ ରାଫେଲ ନାଦାଲଙ୍କ ମଧ୍ୟରେ ଖେଳାଯିବ ।
Next Post