କଳିଙ୍ଗ ଷ୍ଟାଡିୟମରେ କିଙ୍ଗ୍ ଖାନ୍

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମରେ କିଙ୍ଗଖାନ୍ । ହକି ବିଶ୍ବକପ୍ ଉତ୍ସବରେ ସାମିଲ୍ ହେବେ ଶାହାରୁଖ୍ । ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ ଉଦଘାଟନୀ ଉତ୍ସବ । ତେବେ ଉତ୍ସବରେ ସାମିଲ୍ ହେବା ପାଇଁ ଗତକାଲିଠୁ ମାଧୁରୀ ଦୀକ୍ଷିତ ଏବଂ ଏଆର ରହେମାନ୍ ଆସି ସାରିଛନ୍ତି ।