କ୍ରୀଡା

ଦିଲ୍ଲୀକୁ ଧୂଳି ଚଟାଇଲା ହାଇଦ୍ରାବାଦ, ଜିତିବା ପରେ ଡେଭିଡ୍‌ ଓ୍ଵାର୍ଣ୍ଣର କହିଲେ-ଏବେ ୩୬୦ ଖେଳିବାକୁ ପଡ଼ିବ

ନିଜ ଜନ୍ମ ଦିନରେ ସନ୍‌ରାଇଜର୍ସ ହାଇଦ୍ରାବାଦର କ୍ୟାପଟେନ୍‌ ଡେଭିଡ୍‌ ଓ୍ଵାର୍ଣ୍ଣର ଶାନ୍‌ଦାର ପ୍ରଦର୍ଶନ କରି ହାଇଦ୍ରାବାଦକୁ ବିଜୟୀ କରିଛନ୍ତି। ଓ୍ଵାର୍ଣ୍ଣରଙ୍କ ବ୍ୟାଟିଂ ସାମ୍ନାରେ ଦିଲ୍ଲୀକୁ ନତମସ୍ତକ ହେବାକୁ ପଡ଼ିଛି। ଜିତିବା ପରେ ଓ୍ଵାର୍ଣ୍ଣର ମ୍ୟାଚ୍‌କୁ ନେଇ ଆଲୋଚନା କରିଛନ୍ତି। ମ୍ୟାଚ୍‌ ପୂର୍ବରୁ ତାଙ୍କ ମନରେ କ’ଣ ଚାଲିଥିଲା ତାହା ସେୟାର କରିଛନ୍ତି ଓ୍ଵାର୍ଣ୍ଣର।

ଓ୍ଵାର୍ଣ୍ଣର କହିଛନ୍ତି ଏହି ଗେମ୍‌ ପୂର୍ବରୁ ଆମେ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିଲୁ। କିନ୍ତୁ ଶେଷ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କଲୁ। ନାର୍ଜେ ଓ ରବାଡାଙ୍କ ଭଳି ଦୁଇ ଜଣ ବିଶ୍ୱସ୍ତରୀୟ ଖେଳାଳିଙ୍କ ସହ ଜିତିବାକୁ ନିଷ୍ପତ୍ତି ନେଇଥିଲୁ। ମୁଁ ଟିକେ ୨୦୦୯କୁ ଚାଲିଯାଇଥିଲି, ସେତେବେଳେ ମୁଁ ସର୍ଟ ମାରିବାକୁ ସାମ୍ନା ଗୋଡ଼କୁ ଖୋଲୁଥିଲି। ଆଜି ବି ସେହି ଟ୍ରିକ୍‌ ଆପଣାଇ ଆମେ ବିଜୟ ହାସଲ କଲୁ।

ଓ୍ଵାର୍ଣ୍ଣର କହିଛନ୍ତି ମୁଁ ଟପ୍‌ ଅର୍ଡରରେ ଥିଲି ବୋଲି ମୋତେ ଦାୟିତ୍ୱ ନେବାର ଆବଶ୍ୟକତା ଥିଲା। ଏହି ପରିସ୍ଥିତିରେ ସାଧାରଣ ଭାବେ ଖେଳିବା କଷ୍ଟକର ହୋଇପଡ଼ିଥାନ୍ତା। ଏଣୁ ମୋତେ ୩୬୦ ଖେଳିବାକୁ ପଡ଼ିଲା। ପ୍ରକାଶ ଯେ ମଙ୍ଗଳବାର ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍‌ ଥିଲା। ଉକ୍ତ ମ୍ୟାଚ୍‌ରେ ଓ୍ଵାର୍ଣ୍ଣରଙ୍କ ଧୂଆଁଧାର ବ୍ୟାଟିଂ ଯୋଗୁ ହାଇଦ୍ରାବାଦ ବିଜୟ ଲାଭ କରିଛି।

WCW 11

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

18 seconds ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

3 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

7 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

20 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

37 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago