ପରାଜୟର ସ୍ବାଦ ଚାଖିଲେ ଶ୍ରୀଲଙ୍କା ଦଳ, ୧୦ୱିକେଟରେ ନ୍ୟୁଜିଲାଣ୍ଡ ବିଜୟ

ନୂଆଦିଲ୍ଲୀ : ଆଇସିସି କ୍ରିକେଟ ବିଶ୍ବକପ୍ ୨୦୧୯ର କାଡିକ୍ ସୋଫିଆ ଗାଡେନ୍ସରେ ନ୍ୟୁଜିଲ୍ୟାଣ୍ଡ ସାମ୍ନାରେ ଧରାସାୟୀ ହୋଇଯାଇଛନ୍ତି ଶ୍ରୀଲଙ୍କା ଦଳ। ଶ୍ରୀଲଙ୍କାକୁ ୧୦ ୱିକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ। ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ଶ୍ରୀଲଙ୍କା ଦଳ ୧୩୬ରନ କରିଥିଲେ। ଏହାର ଜବାବରେ ନ୍ୟୁଜିଲାଣ୍ଡ ବିନା କୌଣସି ୱିକେଟ ହରାଇ ମାତ୍ର ୧୬.୧ ଓଭର ରେକର୍ଡ ବିଜୟ ହାସଲ କରିଛି। ମାର୍ଟିନ ଗାପ୍ଟିଲ ୭୩ ରନ କରିଥିବା ବେଳେ କୋନିଲ ମୁନରେ କରିଥିଲେ ୫୮ ରନ୍। ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ଶ୍ରୀଲଙ୍କା ମାତ୍ର ୨୯.୧ ଓଭରରେ ତାହାର ସମସ୍ତ ୱିକେଟ ହରାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.