ଦିଲ୍ଲୀ ବିପକ୍ଷରେ ଚେନ୍ନାଇର ଦମଦାର ବିଜୟ, ପନ୍ତ ବାହିନୀକୁ ୯୧ ରନରେ ହରାଇଲେ ଧୋନୀ

ଦିଲ୍ଲୀ ବିପକ୍ଷରେ ଚେନ୍ନାଇର ଦମଦାର ବିଜୟ। ପନ୍ତ ବାହିନୀକୁ ୯୧ ରନରେ ହରାଇଲେ ଧୋନୀ। ଏହି ବିଜୟ ସହ ପଏଣ୍ଟ ଟେବୁଲର ନବମରୁ ଅଷ୍ଟମ ସ୍ଥାନକୁ ଉଠିଲା ଚେନ୍ନାଇ ସୁପର କିଙ୍ଗସ୍‌। ଡେଭନ୍‌ କନେଓ୍ଵ ଓ ଋତୁରାଜ ଗାଏକ୍ୱାଡଙ୍କ ଶତକୀୟ ପାର୍ଟନରସିପ୍‌ ସାହାଯ୍ୟରେ ଚେନ୍ନାଇ ୨୦ ଓଭରରେ ୨୦୮ ରନ୍‌ କରିଥିଲା। ୨୦୯ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ ପାଇଁ ଦିଲ୍ଲୀ ଆରମ୍ଭରୁ ଦମ୍‌ଦାର ବ୍ୟାଟିଂ କରିଥିଲା। କିନ୍ତୁ ଦିଲ୍ଲୀ ୧୭.୪ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ମୋଟ ୧୧୭ ରନ୍‌ କରିବାରେ ସକ୍ଷମ ହୋଇଥିଲା। ୮୭ ରନ୍‌ର ଆକର୍ଷଣୀୟ ଇନିଂସ ପାଇଁ କନ୍‌େଓ୍ଵ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ।

Leave A Reply

Your email address will not be published.