ଆଜି ଆଇପିଏଲ୍‌ର ଫାଇନାଲ ଟକ୍କର: କିଏ ହେବ ଚାମ୍ପିଅନ୍‌? ଗୁଜରାଟ ଟାଇଟନ୍ସ ନା ରାଜସ୍ଥାନ ରୟାଲ୍ସ

ଆଜି ଆଇପିଏଲ୍‌ର ଫାଇନାଲ ଟକ୍କର । କିଏ ହେବ ଆଇପିଏଲ୍‌ ୨୦୨୨ର ଚାମ୍ପିଅନ୍‌। ଆଇପିଏଲ୍‌ରେ ପ୍ରଥମ ପ୍ରଦାର୍ପଣ କରିଥିବା ଗୁଜରାଟ ଟାଇଟନ୍ସ ନା ରାଜସ୍ଥାନ ରୟାଲ୍ସ ।

ଉଭୟ ଟିମ୍‌ ଲିଗ୍‌ ପର୍ଯ୍ୟାୟରେ ନିଜର ଦବ୍‌ଦବା ଦେଖାଇ ପ୍ଲେ ଅଫ୍‌କୁ କ୍ୱାଲିଫାଏ କରିଥିଲେ। ଆଜି କିଏ ଖେଳିବ ଦମ୍‌ଦାର ଇନିଂସ, ଆଉ କିଏ ଜିତିବ ମ୍ୟାଚ୍‌? ଗୁଜରାଟ ଟାଇଟନ୍ସ ନା ପ୍ରଥମ ଆଇପିଏଲ୍‌ ବିଜେତା ରାଜସ୍ଥାନ ରୟାଲ୍ସ।