ଆଜି କିଙ୍ଗସ୍‌ ଏକାଦଶ ପଞ୍ଜାବକୁ ଭେଟିବ ସନ୍‌ରାଇଜର୍ସ ହାଇଦ୍ରାବାଦ, ଜୋରଦାର ହେବ ମୁକାବିଲା

ଆଜି କିଙ୍ଗସ୍‌ ଏକାଦଶ ପଞ୍ଜାବକୁ ଭେଟିବ ସନ୍‌ରାଇଜର୍ସ ହାଇଦ୍ରାବାଦ। ଦୁବାଇରେ ହେବାକୁ ଥିବା ଏହି ମ୍ୟାଚ୍‌ରେ ଉଭୟଙ୍କ ମଧ୍ୟରେ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳିବ। ଏବେ ଯାଏଁ ଟୁର୍ଣ୍ଣାମେଣ୍ଟରେ ହାଇଦ୍ରାବାଦ ଦୁଇଟି ମ୍ୟାଚ୍‌ ଜିତିଥିବା ବେଳେ ପଞ୍ଜାବ ମାତ୍ର ଗୋଟିଏ ଥର ବିଜୟ ଲାଭ କରିଛି। ଏଣୁ ଉଭୟ ଟିମ୍‌ ପାଇଁ ଆଜିର ମ୍ୟାଚ୍‌ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଉଭୟ ଟିମ୍‌ ସ୍କୋର ବୋର୍ଡରେ ଉପରକୁ ଉଠିବାକୁ ଆଜି ପ୍ରାଣପଣେ ଚେଷ୍ଟା କରିପାରନ୍ତି।

ସନ୍‌ରାଇଜର ହାଇଦ୍ରାବାଦର ଖେଳାଳି:

ଡେଭିଡ ଓ୍ଵାର୍ଣ୍ଣର, ଜନି ବେୟାରଷ୍ଟୋ, ମନିଷ ପାଣ୍ଡେ, ବିଜୟ ଶଙ୍କର, ମହମ୍ମଦ ନବି, ପ୍ରିୟମ ଗର୍ଗ, ଅଭିଷେକ ଶର୍ମା, ରସିଦ ଖାନ, ଭୁବନେଶ୍ୱର କୁମାର, ସନ୍ଦୀପ ଶର୍ମା, ଟି ନଟରାଜନ

କିଙ୍ଗସ୍‌ ଏକାଦଶ ପଞ୍ଜାବର ଖେଳାଳି:

କେଏଲ୍‌ ରାହୁଲ, କ୍ରିସ ଗେଲ/ନିକୋଲାସ ପୋରାନ, ମାୟଙ୍କ ଅଗ୍ରଓ୍ଵାଲ, କରୁନ ନାୟାର, ଗ୍ଲେନ ମ୍ୟାକ୍ସେଓ୍ଵଲ, ସରଫରାଜ ଖଶନ, ଜିମି ନିସମା, ଶେଲଡନ କୋଟରେଲ, ରବି ବିଷ୍ଣୋଇ, ମହମ୍ମଦ ସାମି, ମୁରୁଗାନ ଅଶ୍ୱିନ।

Leave A Reply

Your email address will not be published.