ଭାରତ-ପାକିସ୍ତାନ ଟି-୨୦ ବିଶ୍ୱ କପ୍‌ ମ୍ୟାଚ୍‌, ଟିଭି ପାଖରେ ବସି ଯାଆନ୍ତୁ ଆରମ୍ଭ ହେଲା ଭାରତର ବ୍ୟାଟିଂ

ଦୁବାଇ : ଦୁବାଇ ଷ୍ଟାଡିୟମରେ ମହାମୁକାବିଲା । ଟି-୨୦ ବିଶ୍ୱକପ୍‌ରେ ଆଜି ପାକିସ୍ତାନ ଟସ୍‌ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ଦେଇଛି । ସୁପର-୧୨ ରାଉଣ୍ଡରେ ଉଭୟ ଦଳର ପ୍ରଥମ ମ୍ୟାଚ୍‌ । କିଏ ଜିତିବ କ୍ରିକେଟ୍‌ ଫ୍ୟାନଙ୍କ ଭିତରେ ରହିଛି ପ୍ରବଳ ଉତ୍ସାହ । ଜାଣନ୍ତୁ ଭାରତୀୟ ଦଳରେ ଆଜି କିଏ ଖେଳୁଛନ୍ତି ।

ଟିମ୍‌ ଇଣ୍ଡିଆ-ରୋହିତ ଶର୍ମା, କେ.ଏଲ୍‌ ରାହୁଲ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ମହମ୍ମଦ ସାମି, ବରୁଣ ଚକ୍ରବର୍ତ୍ତୀର୍, ଯଶପ୍ରୀତ ବୁମରା ।

ଓ୍ଵାର୍ଲଡ୍‌ କପରେ ପାକିସ୍ତନଠାରୁ ଅପରାଜେୟ ରହିଛି ଟିମ୍‌ ଇଣ୍ଡିଆ । କେବେ ବି ମ୍ୟାଚ୍‌ ଜିତିନି । ସେପଟେ ଇତିହାସ ବଦଳାଇବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ପାକିସ୍ତାନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.