ସ୍ପେସରେ କମାଲ ଦେଖାଇଲେ ଆଥଲେଟ୍‌ ହୁସେନ୍‌ ବୋଲ୍ଟ

ଫ୍ରାନ୍ସ(କେନ୍ଯୁଜ୍) : କେବଳ ମାଟିରେ ନୁହଁନ୍ତି, ସ୍ପେସରେ ମଧ୍ୟ ନିଜ କମାଲ ଦେଖାଇଛନ୍ତି ଆଥଲେଟ୍‌ ହୁସେନ୍‌ ବୋଲ୍ଟ। ସ୍ପେଶରେ ଦ୍ରୁତ ଧାବକ ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ଫ୍ରାନ୍ସ ରେ ନିର୍ମାଣ କରାଯାଇଥିବା ଏକ ଜିରୋ ଗ୍ରାଭିଟି ଏୟାର କ୍ରାଫ୍ଟ ଭିତରେ ଅନ୍ୟ ଦୁଇ ଜଣଙ୍କ ସହ ସେ ରେସ୍‌ କରିଥିଲେ। ସେଥିରେ ଦେଖାଯାଇଥିଲା ଯେ ସେ ଅନ୍ୟ ଦୁଇ ଜଣଙ୍କୁ ପଛରେ ପକାଇ ରେସ୍‌ରେ ବାଜି ମାରିନେଇଥିଲେ। ଏହି ଭିଡିଓକୁ ନିଜେ ବୋଲ୍‌ଟ ଟ୍ୟୁଟରରେ ଛାଡିବା ପରେ ଏହା ଭାଇରାଲ୍‌ ହୋଇଛି।

Leave A Reply

Your email address will not be published.