୧୪ ବର୍ଷୀୟ ବୈଭବ ୩୫ ବଲରେ କଲେ ଶତକ ହାସଲ 

ଆଇପିଏଲ 2025 ର ସର୍ବ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଆଜି ତାଙ୍କ ଜଳବା ଦେଖାଇଛନ୍ତି | ମାତ୍ର 35 ବଲରେ ଶତକ କରିଛନ୍ତି ବୈଭବ | 11 ଚୌକା ଓ 7 ଚୌକା ସେ ମାରିଛନ୍ତି | ଆଇପିଏଲ ଇତିହାସରେ କ୍ରିସ ଗେଲ ଙ୍କ ପରେ ସବୁଠୁ କମ ବଲରେ ଶତକ କରିଛନ୍ତି ସେ | 2013 ରେ କ୍ରିସ ଗେଲ 30 ବଲରେ ଶତକ କରିଥିଲେ | ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ରାଜସ୍ଥାନ ପକ୍ଷରୁ ଖେଳି ବୈଭବ 101 ରନ କରି ଆଉଟ ହୋଇଛନ୍ତି |