୧୫ରନରେ ବିଜୟ ହାସିଲ କଲା ଅଷ୍ଟ୍ରେଲିଆ

ବିଶ୍ବକପରେ ପୂର୍ବରୁ ଭଲ ଖେଳ ପ୍ରଦର୍ଶନ କରିଥିବା ଦୁଇ ପୂର୍ବତନ ଚମ୍ପିଆନ୍ ଦଳ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜି ମୁକାବିଲା ହୋଇଛି। ୱେଷ୍ଟଇଣ୍ଡିଜ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ଯାଟିଂ କରି ଅଷ୍ଟ୍ରେଲିଆ ୪୯ ଓଭରରେ ସମସ୍ତ ୱିକେଟ ହରାଇ ହାସଲ କରିଥିଲା ୨୮୮ ରନ୍।

ତେବେ ଦୁଇ ଦଳ ଖୁବ ଭଲ ପ୍ରଦର୍ଶନ କରିଥିବା ବେଳେ ଦୁହିଁଙ୍କ ମଧ୍ୟରେ ଲାଗିରହିଥିଲା ଜୋରଦାର ପ୍ରତିଦ୍ବନ୍ଦିତା। ସମସ୍ତ ଆକଳନର ଅନ୍ତ ଘଟାଇ ଆଜି ମ୍ଯାଚ୍ ଜିତି ନେଇଛି ଅଷ୍ଟ୍ରେଲିଆ। 49.00ଓଭରରେ ସମସ୍ତ ୱିକେଟ ହାରଇ 15ରନରେ ବିଜୟ ହୋଇଛି ଅଷ୍ଟ୍ରେଲିଆ।
ତେବେ ପ୍ରଥମେ ବ୍ୟାଟିଂ ଆରମ୍ଭ କରି ଅଷ୍ଟ୍ରେଲିଆ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କଙ୍ଗାରୁ ଟିମ୍ ଏବଂ ୱେଷ୍ଟଇଣ୍ଡିଜର ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ତେବେ ଉଦ୍ଭୟ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.