କିଟ୍ ଓ କିସ୍ର ୫ ଛାତ୍ରଛାତ୍ରୀଙ୍କ ପ୍ୟାରିସ୍ ଅଲିମ୍ପିକ୍ ଯୋଗ୍ୟତା ହାସଲ
ଭୁବନେଶ୍ୱର : କିଟ୍ ଓ କିସ୍ର ୫ ଛାତ୍ରଛାତ୍ରୀଙ୍କ ପ୍ୟାରିସ୍ ଅଲିମ୍ପିକ୍ ଯୋଗ୍ୟତା ଅର୍ଜନ କରିଛନ୍ତି। କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ରୀ ତଥା ଅଲିମ୍ପିଆନ୍ ପ୍ରିୟଙ୍କା ଗୋସ୍ୱାମୀ ପ୍ୟାରିସ୍ ଅଲିମ୍ପିକ୍ ୨୦୨୪ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ରବିବାର ତୁର୍କୀର ଆଣ୍ଟାଲିଆଠାରେ ଚାଲିଥିବା ବିଶ୍ୱ ଦୌଡ଼କୁଦ ଓ ରେସ ୱାକ ଚାମ୍ପିଅନ୍ସିପ୍ରେ ପ୍ରିୟଙ୍କା ଅଲିମ୍ପିଆନ୍ ଅକ୍ଷଦୀପ ସିଂହ ସହ ମଳିତ ଭାବେ ୩ଘଣ୍ଟା ୫ମିନିଟ୍ ୩…
Read More...