ସାମ୍ନାକୁ ଆସିଲା ଦିଲଜିତ ଓ ପରିଣୀତିଙ୍କ ଫିଲ୍ମ ‘ଚମକିଲା’ର ଟ୍ରେଲର, ଖୁବ୍ ଶୀଘ୍ର ଓଟିଟି ପ୍ଲାଟଫର୍ମରେ ହେବ ରିଲିଜ୍
ଦିଲଜିତ ଦୋସାଞ୍ଜ ଓ ପରିଣୀତି ଚୋପ୍ରାଙ୍କ ମୋଷ୍ଟ ଅପ୍ଡେଟ୍ ଫିଲ୍ମ ‘ଅମର ସିଂ ଚମକିଲା’ର ଟ୍ରେଲର ରିଲିଜ୍ ହୋଇଛି । ଟ୍ରେଲରରେ ପଞ୍ଜାବୀ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀର ପ୍ରସିଦ୍ଧ ସଂଗୀତକାର ଅମର ସିଂ ଚମକିଲାଙ୍କ ଚରିତ୍ରରେ ଦିଲଜିତ୍ ନଜର ଆସିଛନ୍ତି । ତେବେ ଅମର ସିଂ ଚମକିଲା ପଞ୍ଜାବୀ ଇଣ୍ଡଷ୍ଟ୍ରୀର ବହୁତ ବଡ ଲୋକ, ଯାହାଙ୍କ ନାମ ସଂଗୀତ ଜଗତରେ ବହୁତ ଶୁଣିବାକୁ ମିଳିଥାଏ । ଗୋଟିଏ ସମୟ ଥିଲା ଯେତେବେଳେ ତାଙ୍କ ନାମ…
Read More...