ତାପମାତ୍ରା କେତେ ଥିଲେ ଘୋଷଣା କରାଯାଏ ହିଟୱେଭ, ଜାଣନ୍ତୁ Heatwave କଣ?
ଏବେ ଯେଉଁ ଗରମ ହେଉଛି ଲୋକଙ୍କ ହାଲ ଏକଦମ୍ ବେହାଲ ହୋଇଗଲାଣି । ଭାରତରେ ଅନେକ ରାଜ୍ୟରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଏବେ ତ ଅନେକ ରାଜ୍ୟରେ ହିଟୱେଭ ଚେତାବନୀ ଦିଆଯାଇଛି । ଏମିତିରେ କଣ ଆପଣ ଜାଣିଛନ୍ତି ଏହି ହିଟୱେଭ କଣ । ଆପଣ ତ ଏହି ନାଁ ବହୁତ ଶୁଣିଥିବେ କିନ୍ତୁ କେବେ ଭାବିଛନ୍ତି କି ବାସ୍ତବରେ ଏହି ହିଟୱେଭ କଣ? ତାହେଲେ ଆସନ୍ତୁ ଆଉ ଡେରି ନକରି ଜାଣିବା ମନରେ ଆସୁଥିବା ଏହି ପ୍ରଶ୍ନର ଉତ୍ତର ।
ସାଧାରଣତଃ…
Read More...