ତାଳଚେର: ସମଲ ଥାନା ବୁରୁକୁନା ଛକ ନିକଟରେ ଟ୍ରକକୁ ଧକ୍କା ଦେଲା ଟ୍ରକ

driverତାଳଚେର: ସମଲ ଥାନା ବୁରୁକୁନା ଛକ ନିକଟରେ ଟ୍ରକକୁ ଧକ୍କା ଦେଲା ଟ୍ରକ। ଗାଡି ଷ୍ଟେରିଂରେ ଚାପି ହୋଇ ରହିଗଲେ ଟ୍ରକ ଡ୍ରାଇଭର। ଘଟଣା ସ୍ଥଳରେ ସମଲ ପୋଲିସ ଓ କଣିହାଁ ଅଗ୍ନିଶମ ବିଭାଗ ଦ୍ବାରା ଉଧାର କାର୍ୟ୍ୟ ଜାରୀ।

Leave A Reply

Your email address will not be published.