ମାଓବାଦୀଙ୍କ ଲ୍ୟାଣ୍ଡମାଇଁନ ବିସ୍ପୋରଣ, ଜଣେ ଜବାନ ସହିଦ
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇଁନ ବିସ୍ପୋରଣ। ଜଣେ ଜବାନ ସହିଦ।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇଁନ ବିସ୍ପୋରଣ। ଜଣେ ଜବାନ ସହିଦ। କୁତୁଲପାରା ଜଙ୍ଗଲ ରେ CAF ଜବାନ କୁମ୍ବିଙ୍ଗ ଅପରେସନ କଲା ବେଳେ ମାଓବାଦୀ ଲ୍ୟାଣ୍ଡମାଇଁନ ବିସ୍ପୋରଣ କରିଥିଲେ। ସହୀଦ ହେଡ କଷ୍ଟେବଳ ଙ୍କ ନାଁ ଆଶିଷ ୟାଦବ ।