କଣ୍ଟାମାଳ ଉଳସିଙ୍ଗା ଅଙ୍ଗନୱାଡି କେନ୍ଦ୍ରରେ ଅଘଟଣ: ମହୁମାଛି ଆକ୍ରମଣରେ ୮ ଶିଶୁ ସମେତ ୨ଜଣ ଗୁରୁତର

କଣ୍ଟାମାଳ(କେନ୍ୟୁଜ୍) : କଣ୍ଟାମାଳ ବ୍ଲକ ଦପଲା ପଞ୍ଚାୟତର ବଉଳସିଙ୍ଗା ଅଙ୍ଗନୱାଡି କେନ୍ଦ୍ରରେ ଅଘଟଣ। ମହୁମାଛି ଆକ୍ରମଣରେ ୮ ଶିଶୁ ସମେତ ଅଙ୍ଗନୱାଡି କର୍ମୀ ଓ ହେଲପର ଗୁରୁତର। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ ଏବେ ଚିକିତ୍ସା କରାଯାଉଛି।

Leave A Reply

Your email address will not be published.