ଭାରସାମ୍ୟ ହରାଇ ଓଲଟିଲା ଟାଟା ମେଜିକ ଗାଡି

ରାଉରକେଲା(କେନ୍ୟୁଜ୍): ରାଉରକେଲା ସହରର ଲାଠିକଟା ବ୍ଲକ ତୁମରଂନ ଗାଁରେ ଏକ ଟାଟା ମେଜିକର ଶ୍ରମିକମାନେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଟାଟା ମେଜିକ ଗାଡିଟି ଓଲଟି ପଡିଛି । ଗାଡିରେ ଥିବା ଶ୍ରମିକ ମହିଳାମାନଙ୍କୁ ଗୁରୁତ୍ୱର ଭାବେ ସରକାରୀ ହସ୍ପିଟାଲକୁ ଭର୍ତ୍ତି କରାଯାଇଛି ।

ଗାଡି ଭିତରେ ୫୦ ମହିଳା ଏବଂ ପୁରୁଷ ଶ୍ରମିକ ମାନେ ରହିଥିବା ବେଳେ ୧୦ ରୁ ଅଧିକ ଗୁରୁତର ଅବସ୍ଥାରେ ସେମାନଙ୍କୁ ୧୦୮  ଆମ୍ବୁଲାନ୍ସରେ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ଉଦ୍ଧାର ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.