ମାଟ୍ରିକ ପରୀକ୍ଷାରେ କଲରାବାଙ୍କ ହାଇସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ

ମାଟ୍ରିକ ପରୀକ୍ଷାରେ କଲରାବାଙ୍କ ହାଇସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ । ସମସ୍ତ ୯୬ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ ହୋଇଛନ୍ତି । A1ରେ ଅଭିଲିପ୍ସା ବଳ, A2ରେ ପ୍ରତ୍ୟୁଷା ସେନାପତି, ଅଙ୍କିତ ସାମନ୍ତ, A2ରେ ଅଙ୍କିତା ଦାସ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି B1ରେ ୧୩, B2ରେ ୨୯, C ରେ ୨୭ ଓ D ରେ ୨୩ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି ।