ଖୋର୍ଦ୍ଧା ଟାଙ୍ଗୀରେ ମଧ୍ୟାହ୍ନ ଭୋଜନ ଖାଇ ୧୧ ଛାତ୍ରୀ ଅସୁସ୍ଥ

ଟାଙ୍ଗୀ(କେନ୍ୟୁଜ୍): ମଧ୍ୟାହ୍ନ ଭୋଜନ ଖାଇ ୧୧ ଛାତ୍ରୀ ଅସୁସ୍ଥ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବାଳିକା ଉଚ୍ଚ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଖାଇ ୧୧ଜଣ ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସମସ୍ତଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଛି।

ଛାତ୍ରୀଛାତ୍ରୀ ଆଜି ମଧ୍ୟାହ୍ନ ଭୋଜନ ଖାଇବା ପରେ ଝାଡାବାନ୍ତି ହେବା ସହ ମୁଣ୍ଡ ବୁଲାଇଥିଲା । ହଠାତ୍‌ କିଛି ଛାତ୍ରୀ ଗୁରୁତର ହୋଇପଡିଥିଲେ । ପରେ ଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି।

 

Leave A Reply

Your email address will not be published.