ଉତ୍କଳ ସାହିତ୍ୟ ସମାଜର ୧୧୭ତମ ବାର୍ଷିକ ସାରସ୍ୱତ ସମ୍ମାନ ୨୦୧୯ କାର୍ଯ୍ୟକ୍ରମ ଉଦଯାପିତ

କଟକ(କେନ୍ୟୁଜ୍): କଟକ ଶ୍ରୀରାମଚନ୍ଦ୍ର ଭବନ ଠାରେ ଉତ୍କଳ ସାହିତ୍ୟ ସମାଜର ୧୧୭ତମ ବାର୍ଷିକ ସାଧାରଣ ଅଧିବେସନ ଓ ସାରସ୍ୱତ ସମ୍ମାନ ୨୦୧୯ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜୟନ୍ତ ମହାପାତ୍ରଙ୍କ ସହ ସଭାପତି ଭାବେ ଡ. ବିଜୟାନନ୍ଦ ସିଂ ଉପସ୍ଥିତ ଥିଲେ । ଏହି ଅବସରରେ ଉତ୍କଳ ରତ୍ନ ସମ୍ମାନରେ ଡ. ସୀତାକାନ୍ତ ମହାପାତ୍ର, ଶୁକଦେବ ସାହୁ, ଉପନ୍ୟାସ ସମ୍ମାନ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ, ବାଗ୍ମୀ ବିଶ୍ୱନାଥ କର ଓ ସମ୍ପାଦନା ସମ୍ମାନରେ ଡ.ଇତି ସାମନ୍ତଙ୍କୁ ରାଜ୍ୟପାଳ ଗଣେଶୀ ଲାଲ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.