ଜାତୀୟ ରାଜପଥ ସରାଙ୍ଗ ରାଜରାସ୍ତାରୁ ୧୨ ଫୁଟର ଅଜଗର ଉଦ୍ଧାର

ପରଜଙ୍ଗ: ୧୨ ଫୁଟର ଅଜଗର ଉଦ୍ଧାର । ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥ ସରାଙ୍ଗ ନିକଟରେ ରାଜରାସ୍ତାରୁ ୧୨ ଫୁଟର ଅଜଗର ଉଦ୍ଧାର ହୋଇଛି । ବନବିଭାଗ ଓ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଘଟଣା ସ୍ଥଳରେ ପହଞ୍ଚି ଅଜଗରଟିକୁ ଉଦ୍ଧାର କରି ସ୍ଥାନୀୟ ଜଙ୍ଗଲରେ ଛାଡ଼ିଥିବା ସୂଚନା ମିଳିଛି ।

You might also like