ଆଜି ୧୨ ଘଣ୍ଟିଆ ବାଲେଶ୍ୱର ବନ୍ଦ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ୨୦ରୁ ଅଧିକ ସଙ୍ଗଠନର ପ୍ରତିବାଦ

ବାଲେଶ୍ୱର(କେନ୍ୟୁଜ): ଆଜି ବାଲେଶ୍ୱର ୧୨ ଘଣ୍ଟିଆ ବନ୍ଦ। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ପ୍ରତିବାଦ। ଦୋକାନ, ବଜାର ବନ୍ଦ ରହିବା ସହ ଠପ୍‌ ହୋଇଯାଇଛି ଗାଡ଼ି ଚଳାଚଳ। ବନ୍ଦ ଡାକରାରେ ୨୦ରୁ ଅଧିକ ସଙ୍ଗଠନ ସାମିଲ ହୋଇଛନ୍ତି।

ବିକ୍ଷୋଭକାରୀମାନେ ପ୍ଲାକାର୍ଡ ଧରି ରାଜରାସ୍ତାରେ ପ୍ରତିବାଦ କରୁଛନ୍ତି। କିଛି ଦିନ ମଧ୍ୟରେ ଜିଲ୍ଲାରେ ହତ୍ୟା, ଲୁଟ୍‌ ଓ ଆକ୍ରମଣ ବଢିବାରେ ଲାଗିଛି। ଏହାର ପ୍ରତିବାଦରେ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.