ଦୈନିକ ଅଢେଇ ଲିଟର କ୍ଷୀର ଦେଉଛି ୧୨ମାସର ବାଛୁରୀ ! ଆଶ୍ଚର୍ଯ୍ଯ ଲାଗୁଥିଲେ ବି ସତ

ବରଗଡ଼: ୧୨ମାସ ବାଛୁରୀ ଦେଉଛି କ୍ଷୀର । ବିନା ଛୁଆରେ ଦୈନିକ ଅଢେଇ ଲିଟର କ୍ଷୀର ଦେଉଛି ବାଛୁରୀ । ଏଭଳି ବିରଳ ଦୃଶ୍ୟ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ବରଗଡ଼ ଜିଲ୍ଲା ସଦର ବ୍ଲକ ସରସରା ଗାଁର ସଉଦା ନାୟକ ଦୀର୍ଘ ୩୦ବର୍ଷରୁ ଅଧିକ ହେବ ଗାଈ ରଖିଆସୁଛନ୍ତି ।

କିନ୍ତୁ ପ୍ରଥମ ଥର ଏଭଳି ଘଟଣା ଘଟିଥିବା ସେ କହିଛନ୍ତି । ତେବେ ହରମୋନାଲ ଅସନ୍ତୁଳନ ଯୋଗୁଁ ଏପରି ହୋଇଥିବା ପ୍ରାଣୀ ଚିକିତ୍ସା ଅଧିକାରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.