ପୁରୀ: ଶ୍ରୀଜିଉଙ୍କ ଦର୍ଶନ ପାଇଁ ଜାଲ ଆରଟିପିସିଆର ଟେଷ୍ଟ ରିପୋର୍ଟ ଦେଖାଇ ୧୨ ଜଣ ଗିରଫ

ପୁରୀ(କେନ୍ୟୁଜ୍):  ପୁରୀ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଜାଲ ଆରଟିପିସିଆର ଟେଷ୍ଟ ରିପୋର୍ଟ ଦେଖାଇ ୧୨ ଜଣ ଗିରଫ । ୪ ଜଣ ଭକ୍ତଙ୍କ ସହ ୮ ଅଭିଯୁକ୍ତଙ୍କୁ ଗିରଫ କରିିଛି ପୋଲିସ୍‌ । ଏନେଇ ସିଂହଦ୍ୱାର ଥାନାରେ ୨ଟି ମାମଲା ରୁଜୁ ହୋଇଛି । ଗିରଫ ଭକ୍ତଙ୍କ ମଧ୍ୟରୁ ୨ ଜଣ ମଧ୍ୟପ୍ରଦେଶର ବୋଲି ଜଣାପଡିଛି ।

ସେହିପରି କୁମ୍ଭାରପଡା ଥାନାରେ ହୋଇଥିବା ମାମଲାରେ ଜଣେ ଅନୁଗୁଳର ଭକ୍ତଙ୍କ ସହ ୨ ଜଣ ଜାଲ ରିପୋର୍ଟ ପ୍ରସ୍ତୁତ କlରି ବୋଲି ପୋଲିସ ସୂଚନା ଦେଇଛି l ସେମାନଙ୍କ ଠାରୁ କମ୍ପ୍ୟୁଟର, ପ୍ରିଣ୍ଟର ଓ ଅନ୍ୟ ସାମଗ୍ରୀ ଜବତ ହୋଇଛି । ଜାଲ ଆରଟିପିସଆର ନେଗେଟିଭ ରିପୋର୍ଟରେ ଦର୍ଶନ କରୁଥିବା ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ହେବା ବୋଲି ପୋଲିସ ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.