ରାୟଗଡ଼ା ଟିକିରି ଠାରେ ବାହୁଡ଼ା ଯାତ୍ରା ବେଳେ ଅଘଟଣ, ଶିଡ଼ି ଭୁଶୁଡ଼ି ପଡ଼ିବାରୁ ୧୨ ଜଣ ସ୍କୁଲ ଛାତ୍ରୀ ଆହତ

ରାୟଗଡ଼ା(କେନ୍ୟୁଜ୍): ରାୟଗଡ଼ା ଟିକିରି ଠାରେ ବାହୁଡ଼ା ଯାତ୍ରା ବେଳେ ଅଘଟଣ । ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ଦେଖୁଥିବା ସମୟରେ ଶିଡ଼ି ଭୁଶୁଡ଼ି ପଡ଼ିବାରୁ ୧୨ ଜଣ ସ୍କୁଲ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ୧୦ ଜଣଙ୍କୁ ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଦୁଇ ଗୁରୁତରଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.