ଭୁଶୁଡୁଛି ମାଓ ଗଡ: ଛତିଶଗଡର ଦାନ୍ତେଓ୍ଵାଡା କିରଣ୍ଡୁଲ ଥାନାରେ ଆତ୍ମସମର୍ପଣ କଲେ ୧୪ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୪ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦାନ୍ତେଓ୍ଵାଡା କିରଣ୍ଡୁଲ ଥାନାରେ ଏମାନେ ଆତ୍ମସମର୍ପଣ କରିଛନ୍ତି ।

ସମର୍ପଣ କରିଥିବା ମାଓବାଦୀ ମଲାଙ୍ଗିରି ମଲାଙ୍ଗିରି ଏରିଆ ମାଓ ସଙ୍ଗଠନର ସଦସ୍ୟ ବୋଲି ଜଣାପଡିଛି । ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ନାଁରେ ଏକ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରହିଥିଲା । ଗତ ୬ମାସ ମଧ୍ୟରେ ୬୩ ହାର୍ଡକୋର ଓ ୨୪୦ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.