କଣାସରେ ପାଗଳ କୁକୁର ଆତଙ୍କ, ୧୭ ଜଣ ଡାକ୍ତରଖାନାରେ ଭର୍ତ୍ତି
ପୁରୀ ଜିଲ୍ଲା କଣାସରେ ପାଗଳ କୁକୁର ଆତଙ୍କ । ୧୭ ଜଣଙ୍କୁ ପାଗଳ କୁକୁର କାମୁଡି ଲାହୁଲୁହାଣ କରିଛି । କଣାସ ଡାକ୍ତରଖାନାରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଛି । କୁକୁରଟି ଯାହାକୁ ଦେଖୁଛି ତାକୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଛି । ଚୁପୁରିଙ୍ଗି ଅଞ୍ଚଳରେ ଅଧିକ ଲୋକଙ୍କୁ କୁକୁର କାମୁଡି ପାହିଲୁଣ୍ଡି ଆଡ଼େ ପଳାଇଛି ।