ଭୁବନେଶ୍ବର(କେନ୍ୟୁଜ୍): ବୟସ ମାତ୍ର ୧୭ ମାସ । ଏବେ ଏବେ କଥା କହିବା ଆରମ୍ଭ କରିଛନ୍ତି । କଥା କହିଲେ ପାଟି ଲାଖି ଯାଉଛି । ହେଲେ ତାଙ୍କ ପାଖରେ ରହିଛି ବିଚକ୍ଷଣ ବୁଦ୍ଧି । ଯେଉଁଥି ପାଇଁ ସେ ଆଜି ସମସ୍ତଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ।
ବିନା ଦ୍ୱିଧାରେ ସେ ଏତେ କୁନି ବୟସରୁ ଫୁଲ, ଫଳ, ପଶୁପକ୍ଷୀ, ଅଙ୍ଗପ୍ରତ୍ୟଙ୍ଗ, ଯାନବାହାନ, ରଙ୍ଗ, ପରିବାପତ୍ର ଏବଂ ରାମାୟଣର ୧୦ଟି ନାଁକୁ ନିର୍ଭୁଲ ଭାବେ ଚିହ୍ନି ପାରୁଛନ୍ତି। ଭୁବନେଶ୍ବର ଝାରପଡା କେନାଲ ରୋଡ ସ୍ଥିତ ଶ୍ରୀ ଓମ୍ ମେନସନରେ ରହୁଥିବା ଏହି କୁନି ଝିଅଟିର ନାଁ ସାନଭିକା ମହାନ୍ତି ।
ସାନୁଜିତ୍ ମହାନ୍ତି ଏବଂ ଜୟାଦିପା ମହାପାତ୍ରଙ୍କ କନ୍ଯା ହେଉଛନ୍ତି ସାନଭିକା। ତେବେ ସେ ଆଜି ନିଜ ପ୍ରତିଭା ପାଇଁ ଏତେ କୁନି ବୟସରୁ ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ହୋଇପାରିଛନ୍ତି । ଯାହାକୁ ନେଇ ଗର୍ବିତ ତାଙ୍କ ପରିବାର ଲୋକେ।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…