ରାଉରକେଲା: ଜାଲ୍‌ ସଂସ୍ଥା ଖୋଲି ଗରିବଙ୍କ ନାଁରେ ଚାଲିଥିଲା ହରିଲୁଟ୍‌, ବେଆଇନ ଅର୍ଥ କାରବାର ଅଭିଯୋଗରେ ୧୭ ଗିରଫ

ରାଉରକେଲା(କେନ୍ୟୁଜ୍‌): ୧୭୦ କୋଟିର ଆୟକର ଠକେଇ। ରାଉରକେଲାରେ ବେଆଇନ ଅର୍ଥ କାରବାର ଅଭିଯୋଗରେ ୧୭ ଗିରଫ। ସୂଚନା ମୁତାବକ ଜାଲ୍ ସଂସ୍ଥା ଖୋଲି ଗରିବ ଦିନ ମଜୁରିଆଙ୍କ ନାଁରେ ଚାଲିଥିଲା କାରବାର । ଏନେଇ ୧୭ ଟି ଜାଲ୍ ସଂସ୍ଥା ଖୋଲି ବେଆଇନ କାରବାର ଚାଲିଥିବା ସୂଚନା ମିଳିଛି । ବିଜ୍ଞପ୍ତିରେ ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

letter

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.