କୁକୁର କାମୁଡ଼ାରେ ୧୮ ଆହତ, ଆହତ ସୋନପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି

ସୁବର୍ଣ୍ଣପୁର : ମାତିଛି ପାଗଳ କୁକୁର। କୁକୁର କାମୁଡ଼ାରେ ୧୮ ଆହତ ।  ସୁବର୍ଣ୍ଣପୁର ଜିଲ୍ଲା ସଦର ମହାକୁମାର ବିଭିନ୍ନ ପଡାରେ ପାଗଳ କୁକୁର ଆତଙ୍କ ।  ଆହତମାନଙ୍କୁ ସୋନପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କୁକୁର ଭୟରେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି  ।  ଛୋଟ ପିଲାଙ୍କୁ ସ୍କୁଲ ଛାଡିବାକୁ ଭୟ କରୁଛନ୍ତି ।  ପାଗଳ କୁକୁରକୁ ଧରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।