୧୪୦ ଗ୍ରାମ ବ୍ରାଉନସୁଗାର ଧରି ସ୍କୁଟିରେ ଯାଉଥିବା ବେଳେ ମାଡ଼ି ବସିଲା ପୋଲିସ, ଦୁଇ ଗିରଫ

ଅନୁଗୋଳ(କେନ୍ୟୁଜ୍):ଅନୁଗୋଳ ଅବକାରୀ ବିଭାଗକୁ ବଡ ସଫଳତା। ଧଳା ଯହର କାରବାରରେ ଦୁଇ ଗିରଫ।୧୪୦ ଗ୍ରାମ ବ୍ରାଉନସୁଗାର ଧରି ସ୍କୁଟିରେ ଯାଉଥିବା ବେଳେ ଝାମ୍ପିଲା ଅବକାରୀ ଟିମ। ଗିରଫ ମାନେ ନାଲକୋ ଅଞ୍ଚଳର।ନାଲକୋରୁ ତାଳଚେର ଆଡ଼କୁ ଯାଉଥିବା ବେଳେ ଅବକାରୀ ଟିମ ଖବର ପାଇ ସନ୍ଦେହ ହେବାରୁ ସ୍କୁଟି ଅଟକାଇଥିଲେ।୧୪୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲେ।ଯାହାର ଆନୁମାନିକ ମୂଲ୍ୟ ୧୪ ଲକ୍ଷ ଟଙ୍କା ହେବ ।ଅଭିଯୁକ୍ତ ମାନେ ହେଲେ ଝିଲି ସାହୁ ଓ  ପ୍ରଦ୍ୟୁମ୍ନ ସାହୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.