ଝାରସୁଗୁଡା ଭଅଁରା ଗାଁରେ ଅଘଟଣ: ହାତୀ ଆକ୍ରମଣରେ ୨ ଶିଶୁ ମୃତ, ବର୍ତ୍ତିଗଲେ ବାପା ଓ ମାଆ

ଝାରସୁଗୁଡା(କେନ୍ୟୁଜ୍): ଝାରସୁଗୁଡା କିରମୀରା ବ୍ଳକର ଭଅଁରା ଗାଁରେ ଅଘଟଣ। ରାତିରେ ଶୋଇଥିବା ସମୟରେ ଘରେ ପଶିଗଲା ହାତୀ। ହାତୀ ଆକ୍ରମଣରେ ଉଭୟ ସ୍ବାମୀ, ସ୍ତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଦୁଇ ଶିଶୁଙ୍କ ମୃତ୍ଯୁ ହୋଇଥିବା ସୂଚନା ମିଳିଛି। ଆହତ ସ୍ବାମୀ ଓ ସ୍ତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.