ଆନନ୍ଦପୁର : ଗାଡ଼ି ଧକ୍କାରେ ୨ କଲେଜ ଛାତ୍ରୀ ମୃତ । କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ଜାତୀୟ ରାଜପଥ ୨୦ ଘଷିପୁରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶାଳପଡ଼ା କନକମଞ୍ଜରୀ ମହିଳା କଲେଜ ଆଗରେ ଦୁର୍ଘଟଣା ଘଟିଛି। ଅଜଣା ଗାଡ଼ି ଧକ୍କାରେ ୨ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରୀ କନକ ମଞ୍ଜରୀ ମହାବିଦ୍ୟାଳୟର ଛାତ୍ରୀ । ମୃତ୍ୟୁକୁ ନେଇ ଉତ୍ୟକ୍ତ ଛାତ୍ରୀଙ୍କ ପକ୍ଷରୁ ରାସ୍ତାରୋକ ହୋଇଛି । ଦୁର୍ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଛାତ୍ରୀଙ୍କୁ ବୁଝାଇ ଆନ୍ଦୋଳନ ବନ୍ଦ କରିବାକୁ ଚେଷ୍ଟା ଜାରି ରଖିଛି ।
Also read :ମେଳା ବୁଲିବାକୁ ଆସିଥିବା ବେଳେ ନାବାଳକକୁ ମରଣାନ୍ତକ ଆକ୍ରମଣ, ମେଡିକାଲରେ ଭର୍ତ୍ତି