କୋରାପୁଟ: ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୨ମୃତ ୭ ଗୁରୁତର

କୋରାପୁଟ(କେନ୍ୟୁଜ୍):  କୋରପୁଟ ଜିଲ୍ଲାର ଦଶମନ୍ତ ବ୍ଲକ ଡୁମ୍ବାଗୁଡା ପଞ୍ଚାୟତ ହାତୀମୁଣ୍ଡା ଗ୍ରାମରେ ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ। ଏଥିରେ ୨ମୃତ ୭ ଗୁରୁତର ହୋଇଥିବା ସୂଚନା ମିଳିଛି। ଗତକାଲି ରାତିରେ ଏହି ଗୋଷ୍ଠୀ ସଂଘର୍ଷ ଘଟି ଉଭୟ ଗୋଷ୍ଠୀର  ୨ଜଣ  ମୃତବରଣ କରିଛନ୍ତି । ମୃତକଙ୍କ ମଧ୍ୟରୁ ଜଣେ ହେଲା ସହଦେବ ଜାନୀ ଅନ୍ୟ ଜଣକ ହେଲେ ଧନପତି ଜାନୀ ।

koraput 1

ସେହିପରି ଗୋଷ୍ଠୀ ସଂଘର୍ଷରେ ଆହତ ୭ ଜଣଙ୍କ ମଧ୍ୟରୁ  ୪ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ସେମାନଙ୍କୁ  କୋରାପୁଟ SLNMCH ରେ ଭର୍ତ୍ତି କରାଯାଇଛି ।ଦଶମନ୍ତପୁର ପୋଲିସ ୨ ଜଣଙ୍କୁ ଅଟକ ରଖି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.