ରାଜ୍ୟ

ନଦୀରେ ବୁଡି ୨ ନିଖୋଜ, ୫ ସାଙ୍ଗ ଆସିଥିଲେ ଗାଧୋଇବାକୁ

ସାଲେପୁର : କଟକ ଜିଲ୍ଲା ସାଲେପୁର ନିକଟ  ଜଲହରି ଗ୍ରାମ ଚିତ୍ରୋତ୍ପଳା ନଦୀକୁ ପାଞ୍ଚ ଜଣ ସାଙ୍ଗ ଗାଧୋଇବାକୁ ବାକୁ ଆସିଥିବା ବେଳେ ଦୁଇ ଜଣ ନିଖୋଜ ହୋଇଯାଇଛନ୍ତି । ତେବେ ତିନି ଜଣ ବୁଡି ଯିବାରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ସାଲେପୁର ଦମକଳ  ଓ ଓଡ୍ରଫ ଟିମ୍ ର ଖୋଜା ଖୋଜି ଜାରି ରହିଛି ।

ସୂଚନା ମୁତାବକ, ଆଜି ଦିନ ତିନିଟା ସମୟରେ ସାଲେପୁର ମିର୍ଜାପୁର ଅଞ୍ଚଳର ୫ ଜଣ ସାଙ୍ଗ ଚିତ୍ରୋପଲା ନଦୀରେ ଗାଧୋଇଥିବା ସମୟରେ ଗଣ୍ଡରେ ପଶି ୨ ଜଣ ନିଖୋଜ ହୋଇଯାଇଛନ୍ତି । ତେବେ ଅନ୍ୟ   ତିନି ଜଣ ବର୍ତ୍ତୀ ଯାଇଛନ୍ତି ।  ସନ୍ଧ୍ୟା ହୋଇ ଥିଲେ ସୁଦ୍ଧା ଓଡ଼୍ରଫ ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ନିଖୋଜ ଦୁଇଜଣ ହେଲେ ମିର୍ଜା ପୁର କାନ ପୁର ଗାଁ ର ଜିସାନ ଖାଁ  ଓ ରିହାନ ଖାଁ ।

Niharanjan

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

33 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago