କଟକ:ବଡମ୍ବା ବ୍ଲକ ବାରିମୂଲ ସାହିରେ ଅଗ୍ନିକାଣ୍ଡ,ଗୋଟିଏ ପରିବାରର ଦୁଇଟି ବଖରା ପୋଡ଼ି ପାଉଁଶ

ନରସିଂହପୁର(କେନ୍ୟୁଜ୍):  କଟକ ଜିଲ୍ଲା ବଡମ୍ବା ବ୍ଲକ ବାରିମୂଲ ସାହିରେ ଅଗ୍ନିକାଣ୍ଡ । ଗୋଟିଏ  ପରିବାରର ଦୁଇଟି ବଖରା ଘର ଭିତରେ ଥିବା ସମସ୍ତ ଜିନିଷ ପୋଡି ନଷ୍ଟ ହୋଇଯାଇଛି।

ସୂଚନା ମୁତାବକ କୌଳାଶ ମଲ୍ଲିକଙ୍କ ଘରେ  ଲାଗିଥିବା ଇଲେକ୍ଟ୍ରୀ  ମିଟରଟି ହଟାତ ଫୁଟି ଘର ସାର ନିଆଁ  ବିଛାଡି ହୋଇ ପଡିଥିଲା ।  ଫଳରେ ଘର ଲୋକ ଭୟରେ ବାହାରକୁ ଚାଲି ଯାଇଥିଲେ।  ସାଙ୍ଗେ ସାଙ୍ଗେ ଘର ଭିତର ଲାଗି ଯାଇଥିଲା ନିଆଁ। ବଡମ୍ବା ଦମକଳ ବାହିନୀ ଆସି ନିଆଁକୁ ଅୟତ୍ତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.