ବାଇକ ଉପରେ ଚଢ଼ିଗଲା ଟ୍ରକ, ଘଟଣାସ୍ଥଳରେ ଦୁଇ ମୃତ
ଅନୁଗୁଳ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ ଉପରେ ଚଢ଼ିଗଲା ଟ୍ରକ । ଘଟଣାସ୍ଥଳରେ ଦୁଇ ମୃତ । ଅନୁଗୋଳ ବଅଁର ପାଳ ଥାନା ନୂଆହତା ସ୍ଥିତ ୫୫ ନମ୍ୱର ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା । ବାଇକ ଉପରେ ଟ୍ରକ ଚଢ଼ିଯିବାରୁ ମାଆ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।