ସୁରକ୍ଷାକର୍ମୀ-ନକ୍ସଲ ଗୁଳି ବିନିମୟ, ୨ ମାଓବାଦୀ ନିହତ

 ବଲାଙ୍ଗିର (କେନ୍ୟୁଜ) : ସୁରକ୍ଷାକର୍ମୀ-ନକ୍ସଲ ଗୁଳି ବିନିମୟ । ଏନକାଉଣ୍ଟରରେ ଟଳିଲେ ୨ ମାଓବାଦୀ । ବଲାଙ୍ଗିର ଗନ୍ଧମାର୍ଦ୍ଦନ ପର୍ବତରେ ମୁହାଁମୁହିଁ ହୋଇଛନ୍ତି ଏସଓଜି ଯବାନ-ମାଓବାଦୀ । ପୋଲିସ ଗୁଳିରେ ଦୁଇ ଜଣ କ୍ୟାଡର ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳକୁ ଗୋଟିଏ ରାଇଫଲ୍‌ ଜବତ ହୋଇଛି । ଏହି ଘଟଣା ପରେ ସେଠାରେ ଚାଲିଛି କମ୍ବିଂ ଅପରେସନ୍‌ ।

ମୃତ ମାଓବାଦୀମାନେ ବରଗଡ଼ ବଲାଙ୍ଗିର ମହାସମୁଦ ଡିଭିଜନ୍‌ରେ ସକ୍ରିୟ ଥିଲେ । ଏନକାଉଣ୍ଟରସ୍ଥଳରୁ ଗୋଟିଏ ରାଇଫଲ୍‌ ଜବତ ହୋଇଛି । ଏହି ଘଟଣା ପରେ ସେଠାରେ ଚାଲିଛି କମ୍ବିଂ ଅପରେସନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.