ଭୁବନେଶ୍ୱର ରେଳ ଷ୍ଟେସନରୁ ୨ କରୋନା ପଜିଟିଭ ଚିହ୍ନଟ, କଣ୍ଟାକ୍ଟ ଟ୍ରେସିଂ ଓ ଟ୍ରାଭେଲ ହିଷ୍ଟ୍ରି ଉପରେ ତନାଘନା

ଭୁବନେଶ୍ୱର(କେନ୍ୟୁଜ୍):   ଭୁବନେଶ୍ୱର ରେଳ ଷ୍ଟେସନରୁ ପ୍ରଥମ ଥର ପାଇଁ ଦୁଇଜଣ ଯାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଉଭୟ ଆକ୍ରାନ୍ତଙ୍କୁ କୋଭିଡ ହସ୍‌ପିଟାଲଙ୍କୁ ସ୍ଥାନାନ୍ତର କରାଯାଇଛି। ଉଭୟଙ୍କ କଣ୍ଟାକ୍ଟ ଟ୍ରେସିଂ ଓ ଟ୍ରାଭେଲ ହିଷ୍ଟ୍ରି ଉପରେ ତନାଘନା ଚାଲିଛି। ରେଳ ଷ୍ଟେସନରେ ସଂକ୍ରମିତ ଚିହ୍ନଟ ହେବା ପରେ ଟେଷ୍ଟିଂକୁ ତ୍ୱରାନ୍ଵିତ କରାଯାଇଛି।

ସେପଟେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରୁ ଆଜି ୩ଜଣ କୋଭିଡ଼  ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ବିମାନବନ୍ଦରୁ ୩୧ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.