ଶିଶୁପାଳଗଡ: ପାଇଖାନା ଟାଙ୍କିରେ ଖସିପଡି ୨ ଶ୍ରମିକଙ୍କ ମୃତ୍ୟୁ

ପାଇଖାନା ଟାଙ୍କିରେ ପଡି ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ୱର ଶିଶୁପାଳଗଡ଼ ରଘୁନାଥନଗରରେ ଅଘଟଣ ଘଟିଛି।

ଭୁବନେଶ୍ୱର (କେନ୍ୟୁଜ): ଟାଙ୍କିରେ ପଡ଼ି ୨ ମୃତ । ପାଇଖାନା ଟାଙ୍କିରେ ପଡି ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ୱର ଶିଶୁପାଳଗଡ଼ ରଘୁନାଥନଗରରେ ଅଘଟଣ ଘଟିଛି। ପାଇଖାନା ଟାଙ୍କି ସଫା କରୁଥିବା ବେଳେ ଗୁରୁତର ହୋଇପଡିଥିଲେ । ତାଙ୍କୁ କ୍ୟାପିଟଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।