ବ୍ରହ୍ମଗିରି ରେଞ୍ଜ ଘଟକୁଡ଼ି ଗାଁ ନିକଟରୁ ୨୦ ମୃତ ବିଦେଶୀ ପକ୍ଷୀ ଜବତ, ୬ ଶିକାରୀ ଫେରାର

ବ୍ରହ୍ମଗିରି(କେନ୍ୟୁଜ୍): ୨୦ ମୃତ ବିଦେଶୀ ପକ୍ଷୀ ଜବତ, ୬ ଶିକାରୀ ଫେରାର । ପୁରୀ ଜିଲ୍ଲା ବ୍ରହ୍ମଗିରି ରେଞ୍ଜ ଘଟକୁଡ଼ି ଗାଁ ନିକଟରେ ବନ ବିଭାଗ ଟିମ୍‌ ଚଢଉ କରି ୨୦ ମୃତ ବିଦେଶୀ ପକ୍ଷୀଙ୍କୁ ଜବତ କରିଛି ।

ବନ ବିଭାଗକୁ ଚକମା ଦେଖାଇ ୬ ଶିକାରୀ ଫେରାର । ବ୍ରହ୍ମଗିରି ରେଞ୍ଚରେ ବ୍ୟାପକ ପକ୍ଷୀ ଶିକାର ଚାଲିଛି । ବନ ବିଭାଗ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଶିକାରୀମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.