ଦଶପଲ୍ଲା : ଡିଭାଇଡରରେ ପିଟି ହୋଇ ଜଳିଗଲା ସେବାସଦନ ବସ୍‌, ୨୦ ରୋଗୀ ସୁରକ୍ଷିତ

କେନ୍ୟୁଜ(ବ୍ୟୁରୋ) : ଡିଭାଇଡରରେ ପିଟି ହୋଇ ଜଳିଗଲା ବସ । ବସରେ ଥିବା ୨୦ ଯାତ୍ରୀ ଅଳ୍ପରେ ବଞ୍ଚିଯାଇଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ବସଟି ସେବା ସଦନର ଥିଲା । ଏଥିରେ ୨୦ ରୋଗୀ ଯାଉଥିଲେ ।

ବସଟି ହରଭଙ୍ଗା ଅଭିମୁଖେ ଯାଉଥିବା ବେଳେ ବାଣିଗୋଚ୍ଛା ଠାରେ ଦୁର୍ଘଟଣା ଘଟିଥିଲା । ତେବେ ସମସ୍ତ ରୋଗୀ ସୁରକ୍ଷିତ ଅଛନ୍ତି । ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.