୨୦୨୧ ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ପାଇଁ ଫର୍ମ ଫିଲଅପ୍‌ ତାରିଖ ପ୍ରତ୍ୟାହାର !

ଭୁବନେଶ୍ବର: ଫର୍ମ ଫିଲଅପ୍‌ ବିଜ୍ଞପ୍ତି ପ୍ରତ୍ୟାହାର! ୨୦୨୧ ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ପାଇଁ ଫର୍ମ ଫିଲଅପ୍‌ ତାରିଖ ପ୍ରତ୍ୟାହାର କରାଯାଇଛି ।

ଆସନ୍ତା ୯ ତାରିଖରୁ ଫର୍ମ ଫିଲଅପ୍‌ ହେବାର ଥିଲା । କିନ୍ତୁ ବିଭାଗୀୟ ମନ୍ତ୍ରୀ ସମୀର ଦାଶ ଏହାକୁ ପ୍ରତ୍ୟାହାର କରିବା ପାଇଁ ବୋର୍ଡ ସଭାପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୧-୨୨ ଶିକ୍ଷାବର୍ଷ ଆରମ୍ଭ ହୋଇନଥିବାରୁ ଫର୍ମ ଫିଲ୍‌ଅପ୍‌କୁ ବିଭିନ୍ନ ବର୍ଗର ଲୋକେ ବିରୋଧ କରିଥିଲେ ।

Leave A Reply

Your email address will not be published.