ସରିଲା ୨୮ଟି ଅଚିହ୍ନା ମୃତଦେହର ଅନ୍ତିମ ସଂସ୍କାର

ତଦନ୍ତକାରୀ CBI ଅଧିକାରୀ ଓବିଏମ୍ସି ଅଧିକାରୀଙ୍କ ଉପସ୍ଥିତିରେ ହେଲା ଶବ ହସ୍ତାନ୍ତର ଓ ସଂସ୍କାର ।  ଉପସ୍ଥିତିରେ ଭରତପୁର ଶ୍ମଶାନରେ ହେଲା ସଂସ୍କାର। ଏ ନେଇ ଶବର ନମ୍ବର ସହ ପ୍ରମାଣ ପାଇଁ ଭିଡିଓଗ୍ରାଫି କରାଯାଇଛି ।

ଭୁବନେଶ୍ବର(କେନ୍ୟୁଜ୍):  ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨୮ଟି ଅଚିହ୍ନା ମୃତଦେହର ସରିଲା ଅନ୍ତିମ ସଂସ୍କାର । ତଦନ୍ତକାରୀ CBI ଅଧିକାରୀ ଓବିଏମ୍ସି ଅଧିକାରୀଙ୍କ ଉପସ୍ଥିତିରେ ହେଲା ଶବ ହସ୍ତାନ୍ତର ଓ ସଂସ୍କାର ।  ଉପସ୍ଥିତିରେ ଭରତପୁର ଶ୍ମଶାନରେ ହେଲା ସଂସ୍କାର। ଏ ନେଇ ଶବର ନମ୍ବର ସହ ପ୍ରମାଣ ପାଇଁ ଭିଡିଓଗ୍ରାଫି କରାଯାଇଛି ।

ବାହାନଗା ରେଳ ଦୁର୍ଘଟଣାରେ ୨୮ ମୃତଦେହର ପରିଚୟ ମିଳି ନଥିଲା କି DNA ମ୍ୟାଚ ହୋଇ ନଥିଲା ତେଣୁ ସାଢ଼େ ୪ ମାସ ହେବ ଏମ୍ସ କଣ୍ଟେନରରେ ଥିଲା ୨୮ ମୃତଦେହ। ଗତକାଲି ନୂଆ ଦିଲ୍ଲୀରୁ ଆସିଥିଲେ CBI ଅଧିକାରୀ। ଆଇନ ଅନୁସାରେ ଦାହା କରା ଯାଇଥିବା ସୂଚନା ଦେଇଛନ୍ତି ବିଏମ୍ସି କମିଶନର ବିଜୟ ଅମୃତ କୁଲଙ୍ଗେ