ଟ୍ରକ-ବାଇକ ମୁହାଁମୁହିଁ ଧକ୍କା : ୩ ବାଇକ ଆରୋହୀ ମୃତ

ଝାରସୁଗୁଡା(କେନ୍ୟୁଜ୍‌) : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି ମୃତ । ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ସନ୍ନ୍ୟାସୀପାଲି ଛକ ନିକଟରେ ଘଟିଛି ଦୁର୍ଘଟଣା । ଟ୍ରକ-ବାଇକ ମୁହାଁମୁହିଁ ଧକ୍କାରେ ୩ ବାଇକ ଆରୋହୀ ମୃତ । କୋଲାବିରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛିି ।

Leave A Reply

Your email address will not be published.