ବ୍ରହ୍ମପୁର: GST ଫାଙ୍କୁଥିବା ସୁନା ଅଳଙ୍କାର ବ୍ୟବସାୟୀଙ୍କୁ କାବୁ କଲା ପୋଲିସ୍, ୩ କେଜି ସୁନା ସହ ୧୫୦ କେଜି ରୁପା ଜବତ

ବ୍ରହ୍ମପୁର(କେନ୍ୟୁଜ୍): ୩ କେଜି ସୁନା ସହ ୧୫୦ କେଜି ରୁପା ଜବତ । ବ୍ରହ୍ମପୁରରୁ ୩ କେଜି ସୁନା ସହ ୧୫୦ କେଜି ରୁପା ଜବତ କରିଛି ଗୋଳନ୍ଥରା ପୋଲିସ । GST ଫାଙ୍କୁଥିବା ସୁନା ଅଳଙ୍କାର ବ୍ୟବସାୟୀଙ୍କୁ କାବୁ କରିଛି ପୋଲିସ । ଗାଡ଼ି ଡ୍ରାଇଭର ସହ ୩ ଜଣ ଅଟକ ରଖାଯାଇଛି । ଜବତ ସୁନା ଓ ରୁପାର ଆନୁମାନିକ ମୂଲ୍ୟ ପ୍ରାୟ ଅଢ଼େଇ କୋଟି ହେବ ।

ତାମିଲନାଡୁରୁ ବ୍ରହ୍ମପୁର ପ୍ରେମନଗର ଅଞ୍ଚଳକୁ ଆସୁଥିଲା ସୁନାରୁପା । ପୂର୍ବରୁ ମଧ୍ୟ ଅଳଙ୍କାର ସହ କୋଟି କୋଟି ଟଙ୍କା ଜବତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.