ସୁନା ଦୋକାନ ବ୍ୟବସାୟୀଙ୍କ ଠାରୁ ଲୁଟିନେଲେ ୩ କେଜି ସୁନା ଓ ୨ ଲକ୍ଷ ଟଙ୍କା

ଗୁଣୁପୁର(କେନ୍ୟୁଜ୍): ସୁନା ଦୋକାନ ବ୍ୟବସାୟୀଙ୍କ ଠାରୁ ଲୁଟ୍ । ଗୁଣୁପୁର-ରାୟଗଡା ଜିଲ୍ଲା ଗୁଣୁପୁର ସ୍ଥାନୀୟ ହଳଦିଆ ନାଳ ନିକଟରେ ଥିବା ଏସ୍ ଏସ୍ ସୁନା ଦୋକାନ ବ୍ୟବସାୟୀଙ୍କ ଠାରୁ ଲୁଟ୍ ହୋଇଥିବା ସୂଚନା ମିଳିଛି । ଦୋକାନ ଖୋଲିବା ବେଳେ ଲୁଟର ଶିକାର ହୋଇଥିଲେ ବ୍ୟବସାୟୀ ଜଣଙ୍କ। ୩ କେଜି ସୁନା ଓ ୨ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ନେଇ ଗୁଣୁପୁର ଥାନାରେ ଅଭିଯୋଗ ହୋଇଛି  । ଅଭିଯୋଗକୁ ଆଧାର କରି ପୋଲିସ୍ ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.