ଅନୁଗୁଳ : ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାରେ ୩ ବାଇକ୍ ଆରୋହୀ ମୃତ
ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି ଅନୁଗୁଳ ନିକଟ ୫୫ ନଂ ଜାତୀୟ ରାଜପଥରେ । ଏନ ୫୫ ସାନ୍ତରାପୁର ଗାଁ ନିକଟରେ ଘଟିଛି ଦୁର୍ଘଟଣା । ବିପରୀତ ଦିଗରୁ ଆସୁଥିବା ଏକ ପିକଅପ୍ ଭ୍ୟାନ ବାଇକରେ ଯାଉଥିବା ୩ ଜଣଙ୍କୁ ଧକ୍କା କରି ଫେରାର ହୋଇଯାଇଛି । ଦୁର୍ଘଟଣାରେ ୩ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ନିକଟସ୍ଥ କୁଲେଇ ଗାଁର ।

ଅନୁଗୁଳ(କେନ୍ୟୁଜ୍) : ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି ଅନୁଗୁଳ ନିକଟ ୫୫ ନଂ ଜାତୀୟ ରାଜପଥରେ । ଏନ ୫୫ ସାନ୍ତରାପୁର ଗାଁ ନିକଟରେ ଘଟିଛି ଦୁର୍ଘଟଣା । ବିପରୀତ ଦିଗରୁ ଆସୁଥିବା ଏକ ପିକଅପ୍ ଭ୍ୟାନ ବାଇକରେ ଯାଉଥିବା ୩ ଜଣଙ୍କୁ ଧକ୍କା କରି ଫେରାର ହୋଇଯାଇଛି । ଦୁର୍ଘଟଣାରେ ୩ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ନିକଟସ୍ଥ କୁଲେଇ ଗାଁର । ସେମାନେ ବାଇକ୍ ଯୋଗେ ଜରପଡା ଯାଉଥିଲେ । ଦୁର୍ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଛି ।